ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ଡ଼ ନାରାୟଣ ମହାପାତ୍ର ଅନ୍ତର୍ଜାତୀୟ ମାନବଅଧିକାର .ଭଲ ପାଇଵା ଓ ଶାନ୍ତି ଅନୁଷ୍ଠାନ ଇଜିପ୍ଟ ପକ୍ଷରୁ ସମ୍ବର୍ଦ୍ଧିତ 

ଓଡ଼ିଶାର ଡ଼ ନାରାୟଣ ମହାପାତ୍ର ଅନ୍ତର୍ଜାତୀୟ ମାନବଅଧିକାର .ଭଲ ପାଇଵା ଓ ଶାନ୍ତି ଅନୁଷ୍ଠାନ ଇଜିପ୍ଟ ପକ୍ଷରୁ ସମ୍ବର୍ଦ୍ଧିତ 

ଭୁବନେଶ୍ୱର :(ଲିପିକା ରାଣୀ ରାଉତ);ଅନ୍ତର୍ଜାତୀୟ ମାନବ ଅଧିକାର,ଭଲ ପାଇଵା ଓ ଶାନ୍ତି ଅନୁଷ୍ଠାନ ଇଜିପ୍ଟ ପକ୍ଷରୁ ଓଡିଶା ର ଡ଼ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ । ଡ଼ ମହାପାତ୍ରଙ୍କ ଅନୁଷ୍ଠାନ ପକ୍ଷରୁ ସମାଜରେ ବିଭିନ୍ନ ପ୍ରକାର ମାନବ ମଙ୍ଗଳ କାର୍ଯ୍ୟକ୍ରମ ଯଥା ଅବହେଳିତ ଗୁରୁଜନ ଓ ଛୋଟ ଅନାଥ ପିଲା ମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମାଗଣା ହୋମିୟପାଥି ଓ ଆୟୁର୍ବେଦ ଔଷଧ ବଣ୍ଟନ କରିବା ସହ ମାଗଣା ଏଲୋପାଥିକ ଡାକ୍ତର ପରାମର୍ଶ, ଆଖି ପରୀକ୍ଷା, ରକ୍ତ ପରୀକ୍ଷା ପରି କାର୍ଯ୍ୟକ୍ରମ ନିୟମିତ କରାଯାଇଥାଏ ।

ସେ ନିଜେ ରକ୍ତ ଦାନ କରିବା ସହ ବହୁ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ୟ ଆୟୋଜନ କରିଥାନ୍ତି, ସମାଜରେ ସ୍ଥିରତା ଓ ଶାନ୍ତି ବଜାୟ ରଖିବା ନିମନ୍ତେ ଓଡ଼ିଆ ସଂସ୍କୃତି ର ସୁରକ୍ଷା ପାଇଁ ଓ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ, ଏହି କାର୍ଯ୍ୟ ବ୍ୟାପକ ଭାବେ କରିବାକୁ ଓ ଆମକୁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଅନ୍ତର୍ଜାତୀୟ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଦସ୍ୟ ମାନଙ୍କୁ ଡ଼ ମହାପାତ୍ର ଧନ୍ୟବାଦ କରିଛନ୍ତି ।

Related posts

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

ଆମପାଣି ବ୍ଲକ ଦାବି ରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତ ର ପ୍ରତିନିଧି, ଆଗାମୀ ଦିନ ରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

masiha

Leave a Comment

error: Content is protected !!