ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇତ୍ ଶା ଫାଉଣ୍ଡେସନ ର ନିଆରା ପ୍ରୟାସ

ଇତ୍ ଶା ଫାଉଣ୍ଡେସନ ର ନିଆରା ପ୍ରୟାସ

ଭୁବନେଶ୍ୱର;୧୭/୫ ଅସହ୍ୟ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଇତ୍ ଶା ଫାଉଣ୍ଡେସନ ସ୍ୱଚ୍ଛ କର୍ମୀ ମାନଙ୍କ ନିମନ୍ତେ ପ୍ରତ୍ୟେକ ୱାର୍ଡରେ ଛତା ଓ ORS ଇଲେକ୍ଟ୍ରାଲ ପ୍ୟାକେଟ୍ ବଣ୍ଟନ କରିବାକୁ ପଦକ୍ଷେପ ନେଇଛନ୍ତି। ଆଗରୁ ଏହି କାର୍ଯ୍ୟ ୱାର୍ଡ ନମ୍ବର ୪୧ ରେ ସମ୍ପାଦନ ହୋଇଥିବା ବେଳେ ଆଜି ୪୩ ନମ୍ବର ୱାର୍ଡରେ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଇତ୍ ଶା ଫାଉଣ୍ଡେସନ ର ପ୍ରତିଷ୍ଠାତା ଇତିଶ୍ରୀ ମିଶ୍ର, ଚେୟାରମାନ ଶାସ୍ତ୍ରି ବାହାଦୁର ପ୍ରଧାନ, କର୍ପୋରେଟର ଭରତ ଲେଙ୍କା, ସମାଜସେବୀ ଶାଶ୍ୱତୀ ଲେଙ୍କା, ଫାଉଣ୍ଡେସନ ର କର୍ମକର୍ତ୍ତା ରଞ୍ଜିତ ଧଳ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Related posts

ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

Sunil Chandra Nayak

Leave a Comment

error: Content is protected !!