ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ଆଜି ଭୁବନେଶ୍ୱର ଲିଙ୍ଗିପୁର ପାଖ ନୂଆଗାଁ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ପକ୍ଷରୁ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ପର୍ଯ୍ୟନ୍ତ ରଥଯାତ୍ରା ଉତ୍ସଭର ଏଆଇ ଭିଡ଼ିଓ ଫିଲ୍ମ ୟୁଟୁବ ରେ ଲୋକାର୍ପିତ,ଏହି ସତସଙ୍ଗ ରେ ପ୍ରବକ୍ତା ପଣ୍ଡିତ ମିତେଶ ମାନସ ପାତ୍ର ଯୋଗ ଦେଇ ତାଙ୍କର ଆଶ୍ରିବଚନ ପ୍ରଦାନ କରିଥିଲେ,ଏହି ସତସଙ୍ଗ ଡ଼ ନାରାୟଣ ମହାପାତ୍ର, ସୁରେଶ ମିଶ୍ର ବିଜୟ ମୋହନ ପଣ୍ଡା ମୃତ୍ୟୁଞ୍ଜୟ ମହାନ୍ତି ତ୍ରିଲୋଚନ ନାୟକ ଙ୍କ ଦ୍ୱାରା ସଂଯୋଜନା କରାଯାଇ ଥିଲା ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଭଜନ ତେଜେଶ୍ୱନୀ ରଥ ଅନୁପମା ମିଶ୍ର ଭାରତୀ ଭୂଷଣ ପଟ୍ଟନାୟକ ଓ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ,ପ୍ରବକ୍ତା ଶ୍ରୀ ପାତ୍ର ଅତି ସୁବ୍ଦର ଭାବେ ସମସ୍ତଙ୍କୁ ବୁଝାଇ ଥିଲେ,ଆଜିର ଏହି କାଯ୍ୟକ୍ରମ ରେ ବଂଶୀଧର ନାୟକ ଅକ୍ଷୟ କୁମାର ସାହୁ ଶରତ ମହାପାତ୍ର ଦୁଷ୍ମନ୍ତ କୁମାର ଧୀର ପ୍ରଶାନ୍ତ ପାତ୍ର ଚୈତନ ନାୟକ ଶ୍ରୀନିବାସ ରାଓ ଓ ଅନ୍ୟମାନେ ଯୋଗ ଦେଇ ଥିଲେ ମହାପ୍ରଭୁ ଙ୍କ ବିଷୟରେ ବିଶ୍ୱରେ ସଠିକ ତଥ୍ୟ ପ୍ରଦାନ କରାଯିବା ପାଇଁ ଆମର ପ୍ରୟାସ ଏହା ସମସ୍ତଙ୍କୁ ଆନନ୍ଦ ଦେଇଥିଲା ପରେ ପରେ ପରେ ସମସ୍ତେ ମିଶି ପ୍ରସାଦ ଗ୍ରହଣ କରିଥିଲେ l

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

masiha

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!