ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ବୌଦ୍ଧ ତା 20/05/26 ଆଜି ପୂର୍ବାହ୍ନ ଘ. 11 ଣ୍ଟା ସମୟରେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଜିଲ୍ଲା ଶାଖାର କର୍ମକର୍ତ୍ତାବୃନ୍ଦ ନୂତନ ଭାବେ ଯୋଗଦାନ କରିଥିବା ହରଭଙ୍ଗା ତହସିଲଦାର ଶ୍ରୀଯୁକ୍ତ କର୍ଣ୍ଣ ସୁନା ଏବଂ ପୁରୁଣାକଟକ ଥାନାର ଆଇ.ଆଇ.ସି ଶ୍ରୀଯୁକ୍ତ ରଞ୍ଜିତ କୁମାର ମୁନୀଙ୍କୁ ଫୁଲତୋଡ଼ା ଓ ଉତ୍ତୋରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ଅଞ୍ଚଳର ଦଳିତ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏଥିରେ ସଭାପତି ପ୍ରଦୀପ କୁମାର ମହାନନ୍ଦ, ବୈଦ୍ୟନାଥ ମହାନନ୍ଦ,ମହେଶ ସେଠୀ, ମନୋଜ ମହାନନ୍ଦିଆ,ଟିକ ବେହେରା, ରଜନୁ ଖପରଧୁଆ, କର୍ଣ୍ଣ ପ୍ରଧାନ, ମନରଞ୍ଜନ ବେହେରା, ନନ୍ଦୀରାଜ ଜଗଦଳା, ସୌରାଷ୍ଟ୍ର ଦୀପ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ଅରୁଣ କୁମାର ମାଣ୍ଡିଲି ଙ୍କ ରିପୋର୍ଟ୍ 

Related posts

ବିକଶିତ ଭାରତ ଯୁବ ସଂସଦ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି 

Sunil Chandra Nayak

ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ର ଏଡ୍ସ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ନଦୀ ରେ ବୁଡି ୨ବର୍ଷ ର ଶିଶୁ ମୃତ

Sunil Chandra Nayak

Leave a Comment

error: Content is protected !!