ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତ୍ରପୁରରେ ଏସ ଆଇ ଆର ସଚେତନତା ପଦଯାତ୍ରା 

ଛତ୍ରପୁରରେ ଏସ ଆଇ ଆର ସଚେତନତା ପଦଯାତ୍ରା 

 ଛତ୍ରପୁର,ତା ୨୯/୦୫ ଶୁକ୍ରବାର ପୂର୍ବାହ୍ନ ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସଚେତନତା ପଦଯାତ୍ରା ଛତ୍ରପୁର ସ୍ଥିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ ସର୍କିଟ ହାଉସରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର(ନିର୍ବାଚନ ) ଡ଼ଃ ଅଶୋକ କୁମାର ଖଣ୍ଡା, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବି ଏଲ ଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବା ପୂର୍ବକ ଏସ ଆଇ ଆର ଚାଲିଥିବା ସମୟରେ କଣ କଣ କରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସଠିକ ତଥ୍ୟ ଦେବା ସହ ବି ଏଲ ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

Related posts

ବୈରାଗି (ବୈଷ୍ଣବ) ସମାଜ ର ଜିଲ୍ଲା ସ୍ତରୀୟ ସମ୍ବିଳନୀ ଓ କର୍ମକର୍ତା ଚୟନ ଅନୁଷ୍ଠିତ

masiha

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ

masiha

Leave a Comment

error: Content is protected !!