ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

ଆନ୍ତର୍ଜାତିକ ସମବାୟ ଦିବସ ଅବସରରେ ସ୍ବଚ୍ଛତା ଅଭିଯାନ 

ରାଉରକେଲା: ଆଜି ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ରାଉରକେଲା ଏବଂ ଲାଠିକଟା ଲାମ୍ପସର ମିଳିତ ଆନୁକୂଲ୍ୟରେ ହନୁମାନ ବାଟିକା ଓ ସରନା ପୂଜାସ୍ଥଳଠାରେ ସ୍ୱଚ୍ଛ ଭାରତ ଅଭିଯାନର ସଂକଳ୍ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ସ୍ଵଚ୍ଛତା କେବଳ ଗୋଟେ ନିତ୍ୟ ଅଭ୍ୟାସ ନୁହେଁ ମାତ୍ର ସୁସ୍ଥ ଓ ବିକଶିତ ସମାଜର ପରିଚୟ, ଏହା ମଧ୍ୟ ଉତ୍କୃଷ୍ଟ ସେବା ଏହି ଉକ୍ତିକୁ ଉପନିବନ୍ଧକ ସମବାୟ ସମିତି ଶ୍ରୀ ଉମାଶଙ୍କର ଦାସ, ସେଠାରେ ଉପସ୍ଥିତ କର୍ମଚାରୀମାନଙ୍କୁ କହିଥିଲେ, ଏସମୟରେ ଏ ଆର ସି ସ ଶ୍ରୀ ବିକାଶ ସାମଦ ଓ ଅନ୍ୟ ଲାମ୍ପସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୭୫ ଗୋଟି ଅଭିଯୋଗର ହେଲା ଶୁଣାଣି

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ସଂସ୍କୃତ ସପ୍ତାହ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!