ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ର ସଲାର ମହୁମାଛି ସୁରକ୍ଷା ବାହିନୀ ତରଫରୁ ବିଶ୍ଵ ମହୁମାଛି ଦିବସ 2024 ପାଳିତ ହୋଇଯାଇଛି, ଏହି ଅବସରରେ କେନ୍ଦ୍ରାପଡା ଜିଲାର ମହୁ ଚାଷୀ ,ଦୀପକ କୁମାର ମୁଦୁଲି, ପ୍ରମୋଦ ବିଶ୍ଵାଳ, ଶିବ ନାୟକ, ସମୀର, କୁମାର ପ୍ରଧାନ,ନିଶିଗନ୍ଧା ମ୍ୟାଡମ୍, ପୁଷ୍ପଲଖ୍ମୀ, ରଜନୀକାନ୍ତ ଦାସ,କୁମାର ସ୍ଵାଇଁ, ଆହୁରି ଅନେକ ଚାଷୀ ଉପସ୍ଥିତ ଥିଲେ,ଏହି ବୈଠକରେ ଓଡ଼ିଶାର ଅଗ୍ରଣୀ ମହୁଚାଷୀ ନିତାଇ ଚରଣ ଦଲେଇ ଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା,ଓଡିଶା ମହୁମାଛି ସୁରକ୍ଷା ବାହୀନି ର ମହୁ ଚାଷୀ ଓ ମହୁମାଛି ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ଓ ନିୟମ ବଳି, ମହୁ ଚାଷ ର ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନା କରିଥିଲେ ଓ ମହୁ ଚାଷ ଉପଯୋଗୀ ବୃକ୍ଷ ରୋପଣ କରାଯାଇଥିଲା, ଏହା ପ୍ରତ୍ୟକ ବର୍ଷ ବିଶ୍ଵ ମହୁମାଛି ଦିବସରେ କରାଯିବ, ଜୟ ମହୁମାଛି ସ୍ଲୋଗାନ୍ ଦେଇ ସଭା ସାଙ୍ଗ କରା ଯାଇ ଥିଲା,!!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

 

Related posts

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ  ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

masiha

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

masiha

Leave a Comment

error: Content is protected !!