ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ 

ରିଷିଡା ରେ ମନ୍ କି ବାତ୍ କାର୍ଯ୍ୟକ୍ରମ 

କର୍ଲାମୁଣ୍ଡା, ୦୧/୬ (ସୁଶାନ୍ତ ରଣା): ବିଶ୍ୱର ଲୋକପ୍ରିୟ ତଥା ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୧୩୪ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ରିଷିଡା ଶକ୍ତି କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଠାରେ ରବିବାର ଦେଖିବା ଓ ଶୁଣିବାର ବ୍ୟବସ୍ଥା କରାଯାଇଥିଲା । ଦେଶର ବିକାଶ ଓ ସମାଜର କଲ୍ୟାଣ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ଓଡ଼ିଶାର ବେଳପଣା ଓ ଆମ୍ବ ର ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ଭାଜପା କର୍ଲାମୁଣ୍ଡା ବ୍ଳକ ର ଜିଲ୍ଲା ପ୍ରତିନିଧି ସଞ୍ଜୟ ଜୈନ, ମଣ୍ଡଳ ସଭାପତି ଡୋଳାମଣି ଭୋଇ, ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ମଣ୍ଡଳ ପ୍ରଭାରୀ ଘନଶ୍ୟାମ ଗହୀର, ବୁଥ୍ ସଭାପତି ସୀତାରାମ ରଣା, ଧନଞ୍ଜୟ ସାହୁ, ଭବାନୀ ଶଙ୍କର ନାଏକ, ପୂର୍ଣ୍ଣଚନ୍ଦ୍ର ରଣା, ଶକ୍ତି କେନ୍ଦ୍ର ପ୍ରମୁଖ ହିମାଂଶୁ ରଣାଙ୍କ ସମେତ ଦଳର କର୍ମୀ, ସମର୍ଥକ ଯୋଗଦେଇ ମନ୍ କି ବାତ୍ ପ୍ରସାରଣ ଦେଖିଥିଲେ ।

Related posts

ଶେଷ ହେଲା ରାହଗିରି ପଥ ପାଲଟିଲା ଉତ୍ସବମୟ 

masiha

ପ୍ରଧାନପାଲିରେ ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ଜୟ ଯାଦବ, ଜୟ ମାଧବ ନାରାରେ ଜୁନାଗଡ଼ ସହର ପ୍ରକମ୍ପିତ, ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ସହରରେ ବିଶାଳ ରାଲି

Sunil Chandra Nayak

Leave a Comment

error: Content is protected !!