ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳଷଣ୍ଢପୁର ପଂଚାୟତରେ ଅଭିଯୋଗ ଶୁଣାଣି

କାଳଷଣ୍ଢପୁର ପଂଚାୟତରେ ଅଭିଯୋଗ ଶୁଣାଣି

ଆସିକା,୨/୬/୨୬ (ଶିବ ଶଙ୍କର ମିଶ୍ର ) ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭହୋଇଛି ପ୍ରତି ସୋମବାର ଦିନ ଗ୍ରାମପଞ୍ଚାୟତରେ ଅଭିଯୋଗ ଶୁଣାଣି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ଅମରେଶ ସାବତ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା, ସିଡିପିଓ ଶାନ୍ତି ସୁଧା କର ପଟନାୟକ, ସରପଞ୍ଚ ଜୟନ୍ତୀ ବେହେରା, ନାଏବ ସରପଞ୍ଚ ସୁଶାନ୍ତ କୁମାର ସେଠୀ, ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳ ବେହେରା, ଜିପିଡିଓ ରାଜଶ୍ରୀ ସାହୁ, ସମେତ କିଛି ଅଧିକାରୀ ଉପସ୍ଥିତ ଥିଲେ l ଆଜି ଦ୍ୱିତୀୟ ପର୍ଯ୍ୟନ୍ତ ଅଭିଯୋଗ – ଶୁଣାଣି ବେଳେ ମୋଟ ୨୫ ଗୋଟି ଅଭିଯୋଗ ଆସିଥିଲା l ସେଥ୍ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିମନ୍ତେ ୧୫ ଇ ଗୋଟି ଏବଂ ବାନ୍ଧି କ୍ୟ ଭତ୍ତା ନିମନ୍ତେ ୧୦ ଗୋଟି ଅଭିଯୋଗ ହସ୍ତଗତ ହୋଇଥିବା ଅତିରିକ୍ତ ବିଡ଼ିଓ ପ୍ରକାଶ କରି ଥିଲେ l ଏହି କାର୍ଯ୍ୟକ୍ରମ କୁ ପିଇଓ ସୁଶାନ୍ତ କୁମାର ଭୂୟାଁ,ବିଏଫଟି ରାମନାଥ ନାୟକ, ଏଡିଇଓ ସଞ୍ଜୟ କୁମାର ସ୍ୱାଇଁ, ଯୋଗାଣ ସହାୟକ ସ୍ୱର୍ଶ ପ୍ରଭା ମହାନ୍ତି ସମେତ ଅନେକ କର୍ମଚାରୀ ସହଯୋଗ କରିଥିଲେ ।

Related posts

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ ୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!