ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ୪୬ ତମ ଜନ୍ମ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି 

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ୪୬ ତମ ଜନ୍ମ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି 

କଟକ : ରାଜ୍ୟର ଅଗ୍ରଣୀ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା (ବିସିଟି) ପକ୍ଷରୁ ଟ୍ରଷ୍ଟ ବରେଣ୍ୟ ଅଧ୍ୟକ୍ଷ ବିଶିଷ୍ଟ ରକ୍ତଦାତା ତଥା ମହାନ୍ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କ ୪୬ ତମ ପବିତ୍ର ଜନ୍ମ ଜୟନ୍ତୀ ଏକ ନିଆରା ଢ଼ଙ୍ଗରେ ପାଳନ ଅବସରରେ ଚାଳିତ ଜୁନ୍ ମାସ ୪ ତାରିଖ (ଗୁରୁବାର) ଦିନ ୦୯ ଘଟିକା ଠାରୁ ଟ୍ରଷ୍ଟ ଏଵଂ ଶ୍ରୀ ଜଗନ୍ନାଥ କଲୋନୀ ସୋସାଇଟ ମିଳିତ ସହଭାଗିତାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୁବନେଶ୍ୱର ପଥର ଗାଡ଼ିଆ ଉପକଣ୍ଠ ନୀଳାଚଳ ନଗର ଲେନ – ୬ ଲକ୍ଷ୍ମୀଧର ନିବାସ ଠାରେ ଅନୁଷ୍ଠିତ ହେବ । ଏହି ଶିବିରକୁ ସଫଳ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାକୁ ବିସିଟି ପରିବାର ପକ୍ଷରୁ ସାଧାରଣରେ ନିବେଦନ କରାଯାଇଛି।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଅସହାୟ ଗରିବଙ୍କ ପାଇଁ ଏକମାତ୍ର ଭରସା ଯୁବ ସମାଜସେବୀ 

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

masiha

Leave a Comment

error: Content is protected !!