ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ନବରଙ୍ଗପୁର:( ତା ୨.୬.୨୦୨୬:)(ରବି ନାରାୟଣ ମହାନ୍ତି) ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସଘନ ସଂଶୋଧନ ( SIR) ୨୦୨୬ ର ଜିଲ୍ଲା ବ୍ୟାପି ସଚେତନତା ଓ ମତଦାତା ଙ୍କ ସମ୍ପୃକ୍ତି ନିମନ୍ତେ ଅନ୍ ଲାଇନ୍ କୁଇଜ୍ ପ୍ରତିଯୋଗିତା ଗତ କାଲି ଠୁ ଆରମ୍ଭ ହୋଇଯାଇଛି।ଜିଲ୍ଲା ପ୍ରଶାସନ ଟୁଇଟର ଏକ୍ସ୍ ଆକାଉଣ୍ଟ ରେ ଏହି ପ୍ରତିଯୋଗିତା ସକାଳ ୯.୦୦ ଘଣ୍ଟା ରୁ ସନ୍ଧ୍ୟା ୭.୦୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।ଗତ କାଲି ୧.୬.୨୦୨୬ ରିଖ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ର ବାବୁଲା ମାଳି ପ୍ରଥମ ଦିନର ବିଜେତା ଘୋଷଣା କରାଗଲା। ସେଭଳି ଆଜି ୨.୬.୨୦୨୬ ରିଖ ର ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକର ନିରଞ୍ଜନ ହରିଜନ ଏବଂ ବାବୁଲା ମାଳି ଯୁଗ୍ମ ବିଜେତା ହୋଇଛନ୍ତି।ବିଜେତାଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନୀତ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

masiha

ଡାବୁଗାଁ ରେ ମା ଦୂର୍ଗା ଙ୍କ ସପ୍ତମୀ ପୂଜା 

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!