ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅନଲାଇନ କୁଇଜ୍ ପ୍ରତିଯୋଗିତା 

ନବରଙ୍ଗପୁର:( ତା ୨.୬.୨୦୨୬:)(ରବି ନାରାୟଣ ମହାନ୍ତି) ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସଘନ ସଂଶୋଧନ ( SIR) ୨୦୨୬ ର ଜିଲ୍ଲା ବ୍ୟାପି ସଚେତନତା ଓ ମତଦାତା ଙ୍କ ସମ୍ପୃକ୍ତି ନିମନ୍ତେ ଅନ୍ ଲାଇନ୍ କୁଇଜ୍ ପ୍ରତିଯୋଗିତା ଗତ କାଲି ଠୁ ଆରମ୍ଭ ହୋଇଯାଇଛି।ଜିଲ୍ଲା ପ୍ରଶାସନ ଟୁଇଟର ଏକ୍ସ୍ ଆକାଉଣ୍ଟ ରେ ଏହି ପ୍ରତିଯୋଗିତା ସକାଳ ୯.୦୦ ଘଣ୍ଟା ରୁ ସନ୍ଧ୍ୟା ୭.୦୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।ଗତ କାଲି ୧.୬.୨୦୨୬ ରିଖ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ର ବାବୁଲା ମାଳି ପ୍ରଥମ ଦିନର ବିଜେତା ଘୋଷଣା କରାଗଲା। ସେଭଳି ଆଜି ୨.୬.୨୦୨୬ ରିଖ ର ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକର ନିରଞ୍ଜନ ହରିଜନ ଏବଂ ବାବୁଲା ମାଳି ଯୁଗ୍ମ ବିଜେତା ହୋଇଛନ୍ତି।ବିଜେତାଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନୀତ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ବ୍ଲକରେ ଶିଶୁ ଦିବସ ପାଳିତ

masiha

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

masiha

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!