ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ପାଳିତ 

ବିଶ୍ୱ ପରିବେଶ ଦିବସ ପାଳିତ 

ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଶ୍ରୀମାନ ସୁରେନ୍ଦ୍ର ଧରୁଆ ସରପଞ୍ଚ ମୋହନଗିରି ମୁଖ୍ୟ ବକ୍ତା ବିଶ୍ୱଜିତ ଠାକୁର ବନପାଳ ମୋହନଗିରି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରକୃତି ମିତ୍ର. ପ୍ରକୃତି ବନ୍ଧୁ ଶ୍ରୀମାନ ଶୁକଦେବ ସାହୁ. ବୈଦ୍ୟ ନାରାୟଣ ଭୋଇ. ସଂଜିତ ମହାନ୍ତି. ମଧୁସୂଦନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଥିବା ବେଳେ ପରିବେଶ ସଚେତନତା ଉପରେ ବାର୍ତା ପ୍ରଦାନ କରିଥିଲେ ଯାହାକି ପରିବେଶ ସନ୍ତୁଳନ ବଜାଇ ରହିଲେ ମାନବ ସମାଜ ସୁସ୍ଥ ରହିବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ ଏହି ଅବସରରେ ଦଶମ ଶ୍ରେଣୀ ଓ ଦ୍ୱାଦଶ ପରୀକ୍ଷା ରେ ଭଳ ପଦର୍ଶନ ରଖି ଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଅଂଚଳ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା. ଆଶା କର୍ମି.ଅଙ୍ଗନବାଡି କର୍ମି. ସ୍ୱଂସହାୟକ ଗୋଷ୍ଠୀ ସଭ୍ୟା ମାନେ ଉପସ୍ଥିତ ଥିଲେ ଶେଷରେ ଲଷ୍ମୀକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ମିଳନ ସାହୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଖମ୍ବସିଂ–ସୁରୀ ରାସ୍ତାରେ ଖାଲ ହିଁ ଖାଲ ବର୍ଷ ବର୍ଷ ଧରି ମରାମତି ନାହିଁ; ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର, ରାସ୍ତାରୋକ ଚେତାବନୀ

Sunil Chandra Nayak

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

Sunil Chandra Nayak

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!