ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫,୨୬,୮୯୮ ପରିଗଣନା ଫର୍ମ ର ଡିଜିଟାଲାଇଯେସନ ପ୍ରକ୍ରିୟା ଶେଷ 

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫,୨୬,୮୯୮ ପରିଗଣନା ଫର୍ମ ର ଡିଜିଟାଲାଇଯେସନ ପ୍ରକ୍ରିୟା ଶେଷ 

ନବରଙ୍ଗପୁର:( ତା୧୬.୬.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟରେ ୮,୫୨,୩୩୨ ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରାଯାଇଛି ଏବଂ ଏହାର ୬୧ ପ୍ରତିଶତ ଡିଜିଟାଲାଇଯେସନ୍ କାମ ସମ୍ପୂର୍ଣ୍ଣ ହୋଇଛି । ଆଜି ସୁଦ୍ଧା ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ୫୬ପ୍ରତିଶତ,ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ୬୭ ପ୍ରତିଶତ,ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୫୬ ପ୍ରତିଶତ ଏବଂ ଡାବୁ ଗାଁ ନିର୍ବାଚନ ମଣ୍ଡଳୀରେ ୬୫ପ୍ରତିଶତ ପରିଗଣନା ଫର୍ମର ଡିଜିଟାଲାଇଯେଶନ କାର୍ଯ୍ୟ ଶେଷ ହୋଇଛି ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟଲୟ ରୁ ସୁଚନା ମିଳିଛି।ଆଜି ଚନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଡ଼ ପ୍ରମୋଦ କୁମାର ପୃଷ୍ଟି ୧୦୦ ପ୍ରତିଶତ ଡିଜିଟାଲାଇଯେସନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ବି ଏଲ ଓ ପି କେ କାଶ୍ୟପ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ

masiha

Leave a Comment

error: Content is protected !!