ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

କଟକ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପଟଣା ପରିସରରେ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳ ଗୋବିନ୍ଦ ପ୍ରଧାନଙ୍କର ଜନ୍ମ ଶତ ବାର୍ଷିକୀ ଜୟନ୍ତୀ ପାଳିତ ହୋଇଛି । ଏଥିରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଭଏସ୍ ଅଫ୍ ମିଡିଆର ଜିଲ୍ଲା ସଭାପତି ବିଶିଷ୍ଟ ସାମ୍ୱାଦିକ ଅନିଲ ଦାସ,ଶିକ୍ଷକ ମିହିର ନାୟକ,ଇତିଶ୍ରୀ ସାହୁ,ସୁନ୍ଦରୀ ପରିଡ଼ା, ପ୍ରୀତି ସାହାଣୀ,ପାୟଲ ସାମନ୍ତରାୟ, ଅଙ୍କିତା ସ୍ୱାଇଁ,ସ୍ଵାତୀ ସାଗରିକା ପାତ୍ର, ତେଜସ୍ଵିନୀ ମହାନ୍ତି ଓ ମାନସୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଷ୍ଠାନ ନାରୀ ସେଲ ସଂଯୋଜିକା ଶ୍ରାବନ୍ତିକା ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ

masiha

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

masiha

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!