ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

ଆସିକା, ୫/୮/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମେକ ମାଇକେଲ ସଂସ୍କୃତ ସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆସିକା ମେକ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଏବଂ ମେକ ମାଇକେଲ ସଂସ୍କୃତ ଉଚ୍ଚ ମାଧ୍ଯମିକ । ବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ, ଭାରତ ସ୍କାଉଟସ ଓ ଗାଇଡସର ମିଳିତ ସହ‌ଯୋଗ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷାନୁ ଅଧ୍ଯକ୍ଷ ବାବାନାଥ ମିଶ୍ର ଯୋଗଦେଇ ଯୁବ ସମ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ସାଙ୍ଗକୁ ନିଶା ଆଜି କେବଳ ସ୍ଵାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ ବରଂ ଏହା ମାନସିକ ରିବାରର ଆର୍ଥିକ ମେରୁଦଣ୍ଡକୁ ଓ ଶାରୀରିକ ସାମର୍ଥ୍ୟ ହ୍ରାସ କରିବା ସହ ପରିବ ଭାଙ୍ଗି ଦେଉଛି । ତେଣୁ ଯୁବ ସମାଜ ମାରାତ୍ମବ ରାତ୍ମକ ନିଶା ଆଡକୁ ଜାଣିଶୁଣି ବାସଂଗଦୋଷ ରୁ ଆକୃଷ୍ଟନ ହେବାକୁ ପରାମର୍ଶ ମର୍ଶ ଦେବା ସହ ଯୁବ ଶକ୍ତି ନିଶା ବିରୋଧୀ ଅନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ନିଶାମୁକ୍ତ ଯୁବ– ବିକଶିତ ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଶିଶିର କୁମାର ମିଶ୍ର, କିରାଣୀ ଟୁନା ଛାତ୍ରୀମାନେ ନିଶାମୁକ୍ତ ସମାଜର ଦୂତ ହେବାକୁ ଅଧ୍ୟାପିକା କବିତା କୁମାରୀ ଦାଶ, ଅଧ୍ଯା ମହାରଣା ଯୋଗଦେଇ ଛାତ୍ରଛାତ୍ରୀ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠାନ ର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲା ବେଳେ ସାମୂହିକ ଶପଥପାଠର କାର୍ଯ୍ୟକ୍ରମ କ୍ରମ ଅନୁଷ୍ଠିତ ହୋଇଥିଲା ।

Related posts

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

masiha

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!