ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ବନ୍ଧୁଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ

ବନ୍ଧୁଗାଁ ତା ୨୩/୮/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଆଜି ବୈଜ୍ଞାନିକ ମାନଙ୍କ ଦ୍ଵାରା ଅନେକ ଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସଫଳତାର ସହିତ ଚନ୍ଦ୍ରଯାନ ୩ କୁ ପଦାର୍ପଣ କରାଯାଇଛି। ପ୍ରଥମେ ଚନ୍ଦ୍ରଯାନ ୧ ଓ ଚନ୍ଦ୍ରଯାନ ୨ ବିଫଳ ହେବା ପରେ ତହିଁରୁ ଅନେକ କିଛି ଶିକ୍ଷା ଲାଭ କରି ସୁଧାର କରିବା ପରେ ଆଜି ବୈଜ୍ଞାନିକ ମାନେ ଚନ୍ଦ୍ରଯାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଜୟ ହିନ୍ଦ୍ ଲେଖି ଇତିହାସ ରଚିଛି। ଆଜି ସାରା ବିଶ୍ଵ ଆମ ଭାରତକୁ ଅନେକ ଶୁଭ କାମନା ପାଇଛୁ। ଚନ୍ଦ୍ରଯାନ ୩ ବିକ୍ରମ ପାଇଁ ଆମ ଦେଶ ଗର୍ବିତ ଓ ଆମେ ଗର୍ବିତ ଅଟୁ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ , ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ

masiha

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତେନ୍ତୁଳିଖୁଣ୍ଟି ବିଦ୍ୟାଳୟ ପରିଦର୍ଶନ 

masiha

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

Leave a Comment

error: Content is protected !!