ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବନ୍ଧୁଗାଁ ତା ୩/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ପୋଲିସ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରସନ୍ନ କୁମାର ମିଶ୍ର ଯୋଗଦାନ କରିଛନ୍ତି । ସୁଚନା ଯୋଗ୍ୟ, ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କାଶିପୁର ଥାନାରେ ୨୦୨୨ ବର୍ଷରେ କାର୍ଯ୍ୟରତ ରହି ଥିଲେ। ତାଙ୍କ ନିଜ ଘର ରାୟଗଡା ଜିଲ୍ଲା ଅଟେ । ପୂର୍ବରୁ ବନ୍ଧୁଗାଁ ଥାନାରେ ଥିବା ଥାନା ଅଧିକାରୀ ବିଜୟ ରାଜ ମାଝି କଳାହାଣ୍ଡି ଜିଲ୍ଲାରେ ବଦଳି ହୋଇଥିବା ଜାଣିବାକୁ ମିଳିଛି । ବନ୍ଧୁଗାଁ ଥାନା ଅଧିକାରୀ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକକୁ ଶାନ୍ତି ଶୃଙ୍ଖଳା ରକ୍ଷା ରଖିବା ପାଇଁ ପ୍ରାଥମିକତା ଦିଆଯିବ । ଏଥିପାଇଁ ସ୍ଥାନୀୟ ଜନସାଧାରଣ , ସାମ୍ବାଦିକ, ରାଜନୈତିକ ଦଳର କର୍ମୀ ଓ ଜନପ୍ରତିନିଧି ମାନଙ୍କ ସାହଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

सामाजिक कार्यकर्ता श्रीप्रकाश चंद्र महापात्र को राष्ट्रीय युवा प्रतिभा पुरस्कार से सम्मानित किया गया है

masiha

ଆଦର୍ଶ ପାଠାଗାରର ନବମ ସଂଧ୍ୟା

Sunil Chandra Nayak

ସୁଭଦ୍ରା ଯୋଜନା ର ପଥ ପ୍ରାନ୍ତ ସଚେତନତା ସଭା

masiha

Leave a Comment

error: Content is protected !!