ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବନ୍ଧୁଗାଁରେ ପାଳିଲେ ୮୦ ତମ ସ୍ୱାଧିନତା ଦିବସ 

ଆଜି ବନ୍ଧୁଗାଁରେ ପାଳିଲେ ୮୦ ତମ ସ୍ୱାଧିନତା ଦିବସ 

ବନ୍ଧୁଗାଁ ତା ୧୫/୮/୨୬, ଆଜି ସାରା ଭାରତରେ ସରକାରୀ ଓ ବେଶରକାରୀ ଧୂମଧାମ ରେ ପାଳିଲେ ୮୦ ତମ ସ୍ବାଧୀନତା ଦିବସ I ଏହି ଅବସରରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତ ଠାରେ ରହିଥିବା ସମସ୍ତ ବିଦ୍ୟାଳୟ ଓ ସରକାରୀ ଓ ବେଶରକାରୀ କାର୍ଯ୍ୟାଳୟ ଓ ଅନେକ ଦଳର ରାଜ ନେତା ଗଣ ନିଜ ନିଜ ଦଳୀୟ କାର୍ଯ୍ୟାଳୟ ମାନଙ୍କ ରେ ମଧ୍ୟ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ପତାକା ଉତଳନ କରିଥିଲେ I ପତାକା ଉତୋଳନ ପରେ କାର୍ଯ୍ୟାଳୟ ର ମୁଖ୍ୟ ବକ୍ତି ଗଣ ଆମ ଭାରତ ଦେଶ ପାଇଁ ସ୍ବାଧୀନ ଆଣିଥିବା ଓ ସମ୍ଭିଧାନ ବିଷୟରେ ଗଣତନ୍ତ୍ର କୁ ରକ୍ଷା କରିଥିବା ମହାନ ପୁରୁଷଙ୍କ ବିଷୟ ବାଣୀ ଉପରେ କିଛି ଭାଷଣ ଉପସ୍ଥାପନ କରିଥିଲେ I ଆଜି ବନ୍ଧୁଗାଁରେ ଅଳ୍ପ ଅଳ୍ପ ବର୍ଷା ସତେବି ସମସ୍ତ ସ୍କୁଲ କଲେଜ ଓ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଗୁଡିକ ଠାରେ ଶାନ୍ତି ଶୃଙ୍ଖଳା ସହ ଧୂମଧାମ ରେ ପାଳୋନ ହୋଇଥିବାର ଦେଖିବାକୁ ମିଳିଛି I କିଛି ଅନୁଷ୍ଠାନରେ ପତାକା ଉତ୍ତଳନ ରେ ଉପସ୍ଥିତ ହବା ପାଇଁ କିଛି ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ନେଇ ଆସି ପତାକା ଉତ୍ତଳନ ସମୟରେ ଶିକ୍ଷୟ ଓ ଶିକ୍ଷତ୍ରୀ ଙ୍କୁ ନିମନ୍ତ୍ରଣ କରାଯାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ନେଇ ପହଂଚିଥିଲେ I ଓ ପତାକା ଉତ୍ତଳନ ପରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟନ ବଣ୍ଟାଯାଇଥିଲା I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

 

Related posts

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

Sunil Chandra Nayak

ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପି ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

masiha

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!