ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

ଢ଼େଙ୍କାନାଳ  -: ଆଜି ଦିବା ୧ ଘଟିକା ସମୟ ରେ କାମାକ୍ଷା ନଗର ଏନ ଏ ସି ଟାଉନ୍ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତତଫରୁ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରଜା ପ୍ରସାଦ ରଥ ମହୋଦୟ ଙ୍କ ଅଧ୍ୟକ୍ଷତା ରେ 5 T କାର୍ଯ୍ୟକ୍ରମ ଅନ୍ତର୍ଗତ ଜାଗା ସମ୍ପର୍କ ମାଧ୍ୟମ ରେ ବସ୍ତିବାସିନ୍ଦା ମାନଙ୍କ ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗର ପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡ଼ାଓ ସମ୍ମାନିତ ଅତିଥି ରୂପେ ଉପ ନଗର ପାଳ ଶକୁନ୍ତଳା ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।ଏହି ଉତ୍ସବରେ ରେ ସମସ୍ତ ୱାର୍ଡ ର କାଉନସିଲର, ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଜାଗା ସମ୍ପର୍କର ଲକ୍ଷ୍ୟ ଆଭିମୂଖ୍ୟ ସମର୍କ ରେ ଅବଗତ ହୋଇ ଥିଲେ। ନଗର ପାଳ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମ ରେ ସମସ୍ତ ବସ୍ତି ବାସିନ୍ଦା ସାମିଲ୍ ହେବାକୁ ଆହ୍ବାନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

Sunil Chandra Nayak

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!