ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିଲାବାଡ଼ି ପଞ୍ଚାୟତ ଠାରେ ବିଜେଡି ର ନୂତନ କର୍ମ କର୍ତ୍ତା ଚୟନ 

ନିଲାବାଡ଼ି ପଞ୍ଚାୟତ ଠାରେ ବିଜେଡି ର ନୂତନ କର୍ମ କର୍ତ୍ତା ଚୟନ 

ବନ୍ଧୁଗାଁ ତା, ୧୪/୧୧/୨୬, ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତ ର ମା ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗଙ୍କ ନେତୃତ୍ୱରେ ପଞ୍ଚାୟତ ର ନୂତନ କର୍ମ କୋର୍ତାଙ୍କୁ ଚୟନ ହେଲା I ଆଜିର ଚୟନ ରେ ବିଜେଡିର ପଞ୍ଚାୟତ ସଭାପତି ଜାଗାନା ୱାଟାକା, ଉପ ସଭାପତି ମାଲେୟା ମିନିୟାକା, ସମ୍ଫାଦକ. ମାଳାନା ପିଡ଼ିକା, କୋଷାଧ୍ୟକ୍ଷ. ରାମାରାଓ କଣ୍ଡାଗୋରୀ, ପଞ୍ଚାୟତ ଯୁବ ସଭାପତି ମନଜ ମିଣ୍ୟାକା, ଛାତ୍ର ଯୁବ ଉପ ସଭାପତି -ମନଜ ମେଲେକା, ସମ୍ଫାଦକ – ସେମ୍ବୁ ଉର୍ଲାକା, ସହ ସମ୍ଫାଦକ ସୁରେନ୍ଦ୍ର ନାଗ, କୋଷାଧ୍ୟକ୍ଷା,ଜେ. ବିଶେଷ ରାଓ, ଛାତ୍ର ବିଜେଡି ସଭାପତି ସୋଲମନ ଗେଦେଲା, ଉପସଭାପତି ସୂତାରାମ କଲେକା, ସମ୍ଫାଦକ. ରାମଚନ୍ଦ୍ର ପିଡ଼ିକା, ସହ ସମ୍ଫାଦକ ସାତାମା ୱାଟାକା, କୋଷାଧ୍ୟକ୍ଷ. କାଣ୍ଟୁ ମେଲେକା ଙ୍କୁ ନୂତନ ଭାବରେ ନୂତନ ପଦବୀରେ ଚୟନ କରି ସମସ୍ତ ନୂତନ ଭାବରେ ଦାୟୀତ୍ୱ ଭାବରେ ଚୟନ ହୋଇଥିବା କର୍ମକର୍ତ୍ତା ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଓ ସମ୍ଭର୍ଦ୍ଧନା ଜଣାଇଥିଲେ I ଉକ୍ତ ସ୍ଥାନରେ ଆଜି ବନ୍ଧୁଗାଁ ବ୍ଲକର କଣ ଅନୁ କଣରେ ରହିଥିବା ବିଜେଡି ଦଳର ଆଗ ଧାଡିର ନେତା ବିଜୁ ପ୍ରେମୀ ବୃନ୍ଦ ଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳା ସହିତ ଆଜିର ନୂତନ କର୍ମ କୀର୍ତ୍ତ ଙ୍କ ଚୟନ ହୋଇଥିଲା I ଆଗାମୀ ପଞ୍ଚାୟତ ସ୍ତରିୟ ନିର୍ବାଚନ ରହିଥିବାକୁ ନେଇ ସମସ୍ତିଙ୍କୁ ନିର୍ବାଚନ ପାଇଁ ଦଳକୁ ଏକତ୍ରିତ ହୋଇ ସୁଦୃଢ ଭାବରେ ଗଠନ କରିବା ପାଇଁ ଆଦେଶ ଦିଆ ଯାଇଥିଲା I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

Sunil Chandra Nayak

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!