ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣାରେ ଭାରତ ବନ୍ଦ ସମର୍ଥନ, ଦୋକାନ ବଜାର ସହ ଯାନବାହାନ ଚଳାଚଳ ପ୍ରଭାବିତ

ଜୟପାଟଣା,୨୫/୫/୨୨  ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୦ ଦଭା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ କରି ଜୟପାଟଣା ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଦଳୀତ ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ଫଳରେ ଜୟପାଟଣାରେ ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ଦିଲିପ୍ ରାଉତ, କୃଷ୍ଣଚନ୍ଦ୍ର ରାଉତ, ଯୁଧିଷ୍ଠିର ସୁନା, ପ୍ରକାଶ ଦୁରିଆ,ତାରାକାନ୍ତ ବେଣୁପାଣି, ରୁଦ୍ର ପାଣିଗ୍ରାହୀ, ସତ୍ୟବାନ୍ ପାଣିଗ୍ରାହୀ, ତରୁଣ ନାଗ, ସଂଗ୍ରାମ ସାଗର ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ବ ନେଇଥିଲେ। ପ୍ରମୁଖ ଦାବି ମାନଙ୍କ ମଧ୍ୟରେ କେନ୍ଦ୍ର ସରକାର ଦ୍ଵାରା OBC ଙ୍କ ଜ।ତି ଆଧାରିତ ଜନ ଗଣନା କରାନଯିବା, E.V.M. ଘୋଟାଳା, ବେସରକାରୀ କ୍ଷେତ୍ରରେ SC,ST,OBC ଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକ୍ରମ ଆଦି ଦାବି ରହିଛି।

                  ଜୟପାଟଣା ରୁ ହୃଷିକେଶ ମୁଣ୍ଡଙ୍କ ରିପୋର୍ଟ।

Related posts

ଚିତ୍ରଗୁପ୍ତ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବାଲେଶ୍ବର – ବେଆଇନ ପାର୍କିଂ, ବସ ଓ ଟ୍ରକ ମୁହାଁମୁହିଁ ଧକ୍କା

Leave a Comment

error: Content is protected !!