ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

ମୟୂରଭଞ୍ଜ -୨/୦୯/୨୨(ମସିହା) ରାଇରଙ୍ଗପୁରର ଟାଉନଛକ ସନ୍ନିକଟ ପଡ଼ିଆରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଧୁମ୍ କ୍ଲବ ତରଫରୁ ୧୦ ମ ବାର୍ଷିକ ଗଣେଶ ପୂଜା ମହାସମାରୋହରେ ପାଳନ କରାଯାଇଛି । ଫାଙ୍କା ମଇଦାନରେ ପେଣ୍ଡାଲ ସଜ୍ଜା ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ଦର୍ଶକ ବୃନ୍ଦଙ୍କୁ ଆକର୍ଷିତ କରିଥିଲା ।କମିଟି ତରଫରୁ ଖିଚୁଡି ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଗଣେଶ ବାବାଙ୍କ ଦର୍ଶନ ପାଇଁ ଗହଳି ହୋଇଥିଲା । କାର୍ଯ୍ୟକ୍ରମକୁ ସୂର୍ଯ୍ୟ ପ୍ରକାଶ ଆଠଗରିଆ,ସଂପାଦକ ଏଶ୍ ଶର୍ମା,ଶିବଂ ଅଗ୍ରୱାଲ,ଆୟୂଷ ଯାଦବ,ଆଶୁତୋଷ ଅଗ୍ରୱାଲ, ମୋହିତ ଅଗ୍ରୱାଲ,ଗୌରଭ ରାମ,ଖୋଲୁ ବର୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ବର୍ଷା ହେଲେ ଗାଁ ଦାଣ୍ଡରେ ରାସ୍ତା ରେ ଆଣ୍ଟୁଏ ପାଣି  

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

Leave a Comment

error: Content is protected !!