ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ କୁ ଫେରିଲେ ତେଲେଙ୍ଗାନା ଇଟାଭାଟିରେ ନିର୍ଯାତିତ ଦାଦନ ଶ୍ରମିକ

ବେହେରା  -:ଶେଷରେ ଗାଁ କୁ ଫେରିଲେ ତେଲେଙ୍ଗାନା ଇଟାଭାଟି ରେ ନିର୍ଯାତିତ ଦାଦନ ଶ୍ରମିକ , ଜିଲ୍ଲାପ୍ରଶାସନ ଙ୍କ ହସ୍ତକ୍ଷେପ ପରେ ଆଜି ଏକ ସ୍ବତନ୍ତ୍ର ବସ୍ ଯୋଗେ ଧର୍ମଗଡ଼ ପହଞ୍ଚି ଛନ୍ତି , ସୂଚନା ଥାଉକି ଗତ କିଛି ଦିନ ତଳେ ତେଲେଙ୍ଗାନା ରାଜ୍ୟ ଖମମ ଜିଲ୍ଲା ଯୁଜୁରାପେଟା ଇଟାଭାଟି ରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁ ଥିବା ସହ ଇଟା ମାଲିକ ଙ୍କ ଅକଥନୀୟ ଅତ୍ୟାଚାର କୁ ସହି ନ ପାରି ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଥିଲେ ,ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଈରାଲ ପରେ ତତ୍ପରତା ଦେଖାଇ ଥିଲା ଜିଲ୍ଲାପ୍ରଶାସନ, ତେଲେଙ୍ଗାନା ପ୍ରଶାସନ ଙ୍କ ସହାୟତାରେ ସମସ୍ତ ଦାଦନ ଶ୍ରମିକ ଙ୍କୁ ଇଟାଭାଟି ଠାରୁ ଉଦ୍ଧାର କରାଯାଇଥିଲା l ବେହେରା ରୁ କ।ମେସ ରଞ୍ଜନ ନାଗ ଙ୍କ ରିପୋର୍ଟ ।

Related posts

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜନ୍ମାଷ୍ଟମୀ ଓ କୃଷ୍ଣ ଜନ୍ମ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଦୁଇ ହାତ ପାତି

Sunil Chandra Nayak

Leave a Comment

error: Content is protected !!