ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ବାଲିବୋଝେଇ ଗାଡି କୁ ଜରିମନା

ନୂଆପଡା: ଖଡ଼ିଆଳ ତହସିଲ ପକ୍ଷରୁ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ହାଇୱା ତିନୋଟି ଗାଡ଼ିରେ ବେଆଇନ ଭାବେରେ ବାଲି ନେଉଥିବା ବେଳେ ଧଡ ପଗଡ଼ ୭୫,୫୭୦ ଟଙ୍କା ଜରିମନା ଆଦାୟ । ଶୁକ୍ରବାର ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଧରପଗଡ଼ ଚାଲିଥିବା ବେଳେ ରେଭନ୍ୟୁ ସୁପର ଭାଇଜର ଭେକଲାଲ ଚନ୍ଦ୍ରକାର, ସରଧାପୁର ଆର ଆଇ ହିମାଂଶୁ କାଣ୍ଡ, ବାଦୀ ଆର ଆଇ ଦେବରାଜ ତ୍ରିପାଠୀ ଚଢ଼ାଉ କରିଥିଲେ । ବାଲି ବଲାଙ୍ଗୀର ଜିଲ୍ଲାରୁ ଖଡ଼ିଆଳ ଆସୁଥିବା ଜଣାପଡିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଜୟ କମିଟି ବୈଠକ ଅନୁଷ୍ଠିତ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ସଂଖ୍ୟା:

Sunil Chandra Nayak

Leave a Comment

error: Content is protected !!