ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ବାଲିବୋଝେଇ ଗାଡି କୁ ଜରିମନା

ନୂଆପଡା: ଖଡ଼ିଆଳ ତହସିଲ ପକ୍ଷରୁ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ହାଇୱା ତିନୋଟି ଗାଡ଼ିରେ ବେଆଇନ ଭାବେରେ ବାଲି ନେଉଥିବା ବେଳେ ଧଡ ପଗଡ଼ ୭୫,୫୭୦ ଟଙ୍କା ଜରିମନା ଆଦାୟ । ଶୁକ୍ରବାର ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଧରପଗଡ଼ ଚାଲିଥିବା ବେଳେ ରେଭନ୍ୟୁ ସୁପର ଭାଇଜର ଭେକଲାଲ ଚନ୍ଦ୍ରକାର, ସରଧାପୁର ଆର ଆଇ ହିମାଂଶୁ କାଣ୍ଡ, ବାଦୀ ଆର ଆଇ ଦେବରାଜ ତ୍ରିପାଠୀ ଚଢ଼ାଉ କରିଥିଲେ । ବାଲି ବଲାଙ୍ଗୀର ଜିଲ୍ଲାରୁ ଖଡ଼ିଆଳ ଆସୁଥିବା ଜଣାପଡିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ , ଜ଼ିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

ଯୁବକ ଦାଦନ ଯାଇ ଶବ ହୋଇ ଫେରିଲା

Sunil Chandra Nayak

ରାଉରକେଲା ରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବି

Sunil Chandra Nayak

Leave a Comment

error: Content is protected !!