ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଉଁଶ ପାଳ ଗ୍ରାମ ରେ ମା ଦୁର୍ଗାଙ୍କ ଷୋଳ ପୂଜା ବିଧି ସଂପନ୍ନ

କାମାକ୍ଷନଗର: ତା ୨୧/୦୯_ଗତ ରାତ୍ରିର ବିଳମ୍ବିତ ନିଶବ୍ଦ ପ୍ରହରରେ କାମାକ୍ଷାନଗର ଵ୍ଲକ, ବାଉଁସପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଵୁଳାପଶି ସ୍ଵପ୍ନେଶ୍ଵରଶୈବପୀଠରେ ଚାଲିଥିଵା ମା ଦୁର୍ଗାଙ୍କ ଷୋଳପୂଜାର ଚତୁର୍ଥ ଦିବସରେ ମନ୍ଦିର ଟ୍ରଷ୍ଟି କମିଟି ସଭାପତି ନିଶାକର ବାବୁ ଏବଂ ସମ୍ପାଦକ ଵିପିନି ବାବୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସହିତ ମା ଦୁର୍ଗା ଙ୍କ ସାକ୍ଷାତ ଦିଵ୍ୟ ଦର୍ଶନ କରିବାର ଅହୋଭାଗ୍ୟ ସାଙ୍ଗକୁ ଶୋଳପୂଜାରେ ନିୟୋଜିତ ପୂଜ୍ୟ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା ଶୁଦ୍ଧ ଵେଦ ମନ୍ତ୍ର ଆହୁତ ଯଜ୍ଞ ପାଖରେ ରହିଵାର ସୁଯୋଗ ପାଇ ଧନ୍ୟ ହେଲେ ଭକ୍ତ l ଏହାସହିତ ହରିନାମ ସଂକୀର୍ତ୍ତନ ମଣ୍ଡଳୀ ଏଵଂ କୁନି କୁନି ପିଲାଙ୍କ ସାଙ୍ଗରେ ରହି ଭଜନ ଜଣାଣ ଗାନରେ ଲୀନ ହୋଇ ପରିଶେଷରେ ସାମୁହିକ ପ୍ରସାଦ ସେବନ କରି ଦେଵୀ କୃପା ଲାଭ କରିଛନ୍ତି ସାମୁହିକ ଭକ୍ତବୃନ୍ଦ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ସଫଳ ହେଲା ପ୍ରଶାସନର ଉଦ୍ୟମ

ଗୋପବନ୍ଧୁ ପାଠାଗାରରେ ଗୁରୁଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!