ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ଶିକ୍ଷକ ଘାସି ରାମ ପାନ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପାନ ୧୯୮୩ ମସିହାରୁ ଶିକ୍ଷକତା ଜୀବନ ଆରମ୍ଭ କରି ଗତ ୩୧/୫ ୨୦୨୨ ରେ ପୁରୁଣ।ସର ବିଦ୍ୟାଳୟ ରୁ ଅବସର କରିଛନ୍ତି ।ସେ ଦୀର୍ଘ ବର୍ଷ ମୁଣ୍ଡରା ଗୁଡା କ୍ଲଷ୍ଟର ଅଧିନସ୍ଥ ବାନ୍ଧନ ପଲ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏଣୁ ଆଜି ମୁଣ୍ଡରା ଗୁଡା ଠାରେ ତାଙ୍କର ଅବସର ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ର ଶିକ୍ଷକ ନରେନ୍ଦ୍ର ନ।ଏକ ,ପବିନ ପଣ୍ଡା ,ଫିରୋଜ ଦଳପତି ଓ ଶିକ୍ଷୟତ୍ରୀ ପୂଜା ସେଠି ଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ମୁଣ୍ଡରା ଗୁଡା କ୍ଲଷ୍ଟର ର ପୂର୍ବତନ ସିଆରସିସି ସୁବାଷ ଚନ୍ଦ୍ର ଶବର ବର୍ତ୍ତମାନ ସିଆରସିସି ନନ୍ଦି କୃଷ୍ଣ ନ।ଏକ ,ବଣି ଜରା ସିଆରସିସି ରାଜେଶ ସେଠ ଯୋଗଦାନ କରି ପାନ ସାର ଙ୍କ ଅବସର ଜୀବନ ସୁଖମୟ ପାଇଁ କାମନା କରିଥିଲେ । ଶିକ୍ଷକ ଶିଶିର କୁମାର ଯୋଶୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଲିଙ୍ଗରାଜ ମିଶ୍ର ,ତ୍ରିଲୋଚନ ବାଗ ,ରବି ନାରାୟଣ ହରିଜନ ,ଅଭିରାମ ମଙ୍ଗରାଜ ,ସାଲେଗ୍ରାମ ନ।ଏକ ,ନିତ୍ୟାନନ୍ଦ ନାଗ ଏବଂ ଶିକ୍ଷୟତ୍ରୀ ହୀରାମଣି ନ।ଏକ ,ସରୋଜିନୀ କୁମାର ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ ଯୋଗଦାନ କରି ଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ନରେନ୍ଦ୍ର ନ।ଏକ।

ଚିଳିଗୁଡ଼ା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ।

Related posts

ସମାଜସେବୀକା ସବିତା ବେହେରା ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ  ଙ୍କ  ପ୍ରଚେଷ୍ଟା ରେ କିଡନୀ ରୋଗୀ ଗୋବିନ୍ଦ ସିଂହ ଙ୍କ ମୁହଁରେ ହସ ଫୁଟିଲା 

Sunil Chandra Nayak

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କୁଣିଆ

Sunil Chandra Nayak

Leave a Comment

error: Content is protected !!