ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଣୁପୁର ରେ ବିଜେଡ଼ିର ଜୋରଦାର ପ୍ରଚାର

ଗୁଣୁପୁର – ତା ୧୮/୦୩ ରିଖରେ ଗୁଣୁପୁରରେ ବିଜେଡିର ହେଭୀ ୱେଟ୍ ଙ୍କ ଜୋରଦାର ନିର୍ବାଚନ ପ୍ରଚାର । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକା ଓ ଅତୁନୁ ସବ୍ୟସାଚୀ ନାୟଙ୍କ ବିଧାୟକ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେଷକ, ଗୁଣୁପୁର ଆସି ପୌରଧକ୍ଷା ପାର୍ଥିନି ଶ୍ରୀମତୀ ସଂଯୁକ୍ତା ସାହୁ ଓ ସଭ୍ୟପାର୍ଥି ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ତାଙ୍କ ସହିତ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଥିଲେ । ବିଜୁ ଜନତା ଦଳକୁ ବିପୁଳ ଭୋଟ କରି ଜୟଯୁକ୍ତ କରନ୍ତି ବୋଲି ଲୋକଙ୍କୁ ବୁଝିଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!