ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

ନୂଆପଡା: ଆସନ୍ତାକଲି ରାଜ୍ୟମନ୍ତ୍ରୀ ମଣ୍ଡଳ ନୂତନ ଭାବରେ ଗଠନ ହେଉଥିବା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କୁ ନୂତନ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ଦେବାକୁ ନବୀନ ନିବାସ ରୁ ଫୋନ ଆସିଥିବାରୁ ନୂଆପଡା ଜ଼ିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ ଏନଏ ସି ରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ତିନି ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

 

Related posts

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

ଲାଞ୍ଜିଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସ୍ତୁତି ଛନ୍ଦା ଚରଣରେ ବନ୍ଧା ଏ ପରାଣ

Sunil Chandra Nayak

Leave a Comment

error: Content is protected !!