ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା – ଭଜନ ସନ୍ଧ୍ୟା ଆୟୋଜିତ

ନୂଆପଡା: ଖଡିଆଳ ବ୍ଳକ୍ ଅନ୍ତର୍ଗତ ଶରଧାପୁର ଗ୍ରାମ ପଞ୍ଚାୟତ ର ଚାନ୍ଦଗିରି ଗ୍ରାମ ରେ ରାଧାକୃଷ୍ନ ଭଜନ ମଣ୍ଡଳୀ, ଢଂକସର ତରଫରୁ ଏକ ଭଜନ ସନ୍ଧ୍ୟା ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ବିଶି ସଂଯୋଜନା କରିଥିଲେ। ଏହି ଭଜନ ସନ୍ଧ୍ୟା ରେ ସୁଧିର ଦଣ୍ଡସେନା, ଇନ୍ଦ୍ର ହାତୀ, ଗିରୀଧାରୀ ଗହୀର, ହେରମ୍ବ ବାଗ, ମଧୁବନ ଗହୀର, ଗୁଣେଶ୍ୱର ରଣା, ଫକୀର ବାଗ, ବଜର ହଂସ ଓ ସବିତା ମେହେର ବିଭିନ୍ନ ଭଜନ ଗାନ କରିଥିଲେ। ବାଦ୍ୟ ଯନ୍ତ୍ର ରେ ମାଧବ କାଣ୍ଡ, ଗୁଣେଶ୍ୱର ରଣା ଓ କେସିଓ ରେ ଘନଶ୍ବାମ ବାଗ ସହଯୋଗ କରିଥିଲେ। କର୍ତ୍ତା ଭାବରେ ବନବାସ ଗୌଡ ଓ ତାଙ୍କ ସହ ସହଧର୍ମୀଣୀ ହୀରାମଣୀ ଗୌଡ ପୂଜାର୍ଚନା କରିଥିଲେ। ଶତାଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ଭକ୍ତ -ଭଗବତୀ- ମହାମିଳନ

Sunil Chandra Nayak

Leave a Comment

error: Content is protected !!