ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା – ଭଜନ ସନ୍ଧ୍ୟା ଆୟୋଜିତ

ନୂଆପଡା: ଖଡିଆଳ ବ୍ଳକ୍ ଅନ୍ତର୍ଗତ ଶରଧାପୁର ଗ୍ରାମ ପଞ୍ଚାୟତ ର ଚାନ୍ଦଗିରି ଗ୍ରାମ ରେ ରାଧାକୃଷ୍ନ ଭଜନ ମଣ୍ଡଳୀ, ଢଂକସର ତରଫରୁ ଏକ ଭଜନ ସନ୍ଧ୍ୟା ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ବିଶି ସଂଯୋଜନା କରିଥିଲେ। ଏହି ଭଜନ ସନ୍ଧ୍ୟା ରେ ସୁଧିର ଦଣ୍ଡସେନା, ଇନ୍ଦ୍ର ହାତୀ, ଗିରୀଧାରୀ ଗହୀର, ହେରମ୍ବ ବାଗ, ମଧୁବନ ଗହୀର, ଗୁଣେଶ୍ୱର ରଣା, ଫକୀର ବାଗ, ବଜର ହଂସ ଓ ସବିତା ମେହେର ବିଭିନ୍ନ ଭଜନ ଗାନ କରିଥିଲେ। ବାଦ୍ୟ ଯନ୍ତ୍ର ରେ ମାଧବ କାଣ୍ଡ, ଗୁଣେଶ୍ୱର ରଣା ଓ କେସିଓ ରେ ଘନଶ୍ବାମ ବାଗ ସହଯୋଗ କରିଥିଲେ। କର୍ତ୍ତା ଭାବରେ ବନବାସ ଗୌଡ ଓ ତାଙ୍କ ସହ ସହଧର୍ମୀଣୀ ହୀରାମଣୀ ଗୌଡ ପୂଜାର୍ଚନା କରିଥିଲେ। ଶତାଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦ୍ଵିତୀୟ ଇଶ୍ଵର

Sunil Chandra Nayak

ଅବକାରୀ ବିଭାଗର ଚଢ଼ାଉ ଜଣେ ଗିରଫ୍

Leave a Comment

error: Content is protected !!