ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

ଭବାନିପାଟଣା -:    କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସରକାର ଙ୍କ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦର ରେ ପହଞ୍ଚିବା ପରେ ଜିଲ୍ଲାର କେସିଙ୍ଗା ଅଦର୍ଶ କଲୋନୀ, ଟ୍ରାନ୍ସଫରରମେସନ ଯୋଜନା ରେ ହୋଇଥିବା କେସିଙ୍ଗା ଉଚ୍ଚ ବିଦ୍ୟାଳୟ, ହସ୍ପିଟାଲ ପରିଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ସଫଳ ଭାବରେ ରୂପାୟନ ହୋଇଥିବା  କହିଥିଲେ ବି ରାଜ୍ୟ ସରକାର ଙ୍କ ବିରୁଦ୍ଧରେ କିଛି କହି ନ ଥିଲେ। ସାଂସଦ ବସନ୍ତ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।

 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଚିତ୍ତରଞ୍ଜନ ହେହୁରୀ ଙ୍କ କବିତା ଜାଣିଛ ?

Sunil Chandra Nayak

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

Sunil Chandra Nayak

Leave a Comment

error: Content is protected !!