ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ରାଜିବ ସେବାକେନ୍ଦ୍ର ନିକଟସ୍ଥ କାଜୁ ବଗିଚା ଠାରେ କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘର ନୂତନ କମିଟି ଗଠିତ ହୋଇଯାଇଛି।ଏଥିରେ ନୂତନ ସଭାପତି ଭାବେ ସୁରେନ୍ଦ୍ର ଭୋଇ, ଉପସଭାପତି ଜଗବନ୍ଧୁ ଧରୁଆ, ସ୍ୱୟମ୍ବର ମିର୍ଧା, ସମ୍ପାଦକ ଗୋବିନ୍ଦ ଭୋଇ, ସହସମ୍ପାଦକ କୁମରମଣି ପାତ୍ର, କୋଷାଧ୍ୟକ୍ଷ ନରେନ୍ଦ୍ର ଶବର, ମିଡ଼ିଆସେଲ ଇନଚାର୍ଜ ନନ୍ଦି କିଶୋର ଭୋଇ, ଉପଦେଷ୍ଟା କମିଟି ଭାବରେ ଗୋବର୍ଦ୍ଧନ ଭୋଇ, ସୁବାସ ଭୋଇ, ବାସୁଦେବ ମାଝୀ, ଶଙ୍କର ଭୋଇ, ଦୟାନିଧି ମାଝୀ, ପରଧୀଆ ଧରୁଆ, ରାଜେନ୍ଦ୍ର ଭୋଇ, ପବିତ୍ର ଭୋଇ, ବାଦଲୁ ଜାନି, ବରୁଣ ଭୋଇଙ୍କୁ ଚୟନ କରାଯାଇଛି।ଏଥିରେ କର୍ଲାମୁଣ୍ଡା ବ୍ଲକର ୧୨ ଟି ପଞ୍ଚାୟତର ଆଦିବାସୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆଦିବାସୀ ସଂଘକୁ ମଜବୁତ କରି ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିବେ ବୋଲି ସଭାପତି ଶ୍ରୀ ଭୋଇ ସୂଚନା ଦେଇଛନ୍ତି। କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବେହେରା ରେ ମହିଳା ସଚେତନ କାର୍ଯ୍ୟକ୍ରମ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

ଗିଦିଘାଟୀ ପଞ୍ଚାୟତ ର ହେଁସଡା ଏବଂ ତାରଣା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!