ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ, ରାମପୁର ରେ ଦେବ ସ୍ନାନ ପୂର୍ଣ୍ଣିମା

ମ, ରାମପୁର’୧୫/୬(ମସିହା):କଳାହାଣ୍ଡି ଜିଲ୍ଲା ମ,ରାମପୁର ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇ ଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତ୍ତିଲେ ୪ ପରିବାର ର ଲୋକେ ଭଙ୍ଗା ଝାଟିମାଟି ଘରେ ଦେଖାଜାଉଛି ପୁନେଇଁ ଜହ୍ନ 

Sunil Chandra Nayak

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା : ୨ ଏ ଡି ଏମ ଓ ଆସିଲେ ଖାଲି ମେଞ୍ଚାଏଁ ପ୍ରତିଶୃତି : ଫଳ ଶୂନ

Sunil Chandra Nayak

Leave a Comment

error: Content is protected !!