ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ, ରାମପୁର ରେ ଦେବ ସ୍ନାନ ପୂର୍ଣ୍ଣିମା

ମ, ରାମପୁର’୧୫/୬(ମସିହା):କଳାହାଣ୍ଡି ଜିଲ୍ଲା ମ,ରାମପୁର ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇ ଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କେଦାର ମହାରଣା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭୁବନ ନୀଳକଣ୍ଠ ପୁର ରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ

Sunil Chandra Nayak

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!