ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବୌଦ୍ଧ – ୨୭/୧୧ – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ସଭାଗୃହ ଠାରେ ବୌଦ୍ଧ ଜିଲ୍ଲା ୟୁନିୟନ୍ ଅଫ କର୍ଣ୍ଣlଲିଷ୍ଟ , ବୌଦ୍ଧର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନରେନ୍ଦ୍ର କୁମାର ସାହୁ ସଭାତିତ୍ବରେ ଓ ଗଡ଼ଜାତ ଖବରର ସମ୍ପାଦକ ସତ୍ୟଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ I ସର୍ବ ପ୍ରଥମେ ଗଣନାଥ ଙ୍କ ଫଟୋଚିତ୍ରରେ ପ୍ରଦିପ ଓ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟନ କରି ଥିଲେ l ସଂଘର ସଂପାଦକ ଦୁର୍ଯୋଧନ ବିଶି ଅତିଥି ସ୍ବାଗତ ଓ ବିବରଣୀ ପଠନ କରିଥିଲେ l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭପତି କୈଳାସ ଚନ୍ଦ୍ର ନାଏକ ଯୋଗ ଦେଇ ସାମ୍ୱାଦିକ ମାନଙ୍କ ବିଭିନ୍ନ ମୌଳିକ ଅଧିକାର ପାଇବା ପାଇଁ ସରକାରଙ୍କୁ ଦାବୀ ପୂରଣ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ବରଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ l ଶେଷରେ ଅଧିବକ୍ତା ଆଶୁତୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

Sunil Chandra Nayak

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

Sunil Chandra Nayak

କାଶିବାହାଲ ଚିତ୍ରରେଖା ସ୍କୁଲର ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!