ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଲକ ଚେୟାରମେନ ଙ୍କ କ୍ଷେତ୍ର ପରିଦର୍ଶନ

ଉତ୍କେଲା,୧୭/୦୬,(ମ ନି ସ। ), କେସିଙ୍ଗା ବ୍ଲକ ଚେୟାରମେନ ଚନ୍ଧନ ସେନାପତି ଅଧମୁଣ୍ଡା ଗ୍ରାମପଞ୍ଚାୟତ ର ସୁରିଙ୍ଗପଦର ସ୍କୁଲ, ଓ ପୋଖରି କୁ ପରିଦର୍ଶନ କରିବା ସହିତ ନାସିଗାଁ ଗ୍ରାମପଞ୍ଚାୟତ କୁ ମଧ୍ୟ ଯାଇ ସ୍କୁଲ ର ପଢୁଥିବା ପୁଅଝୀଅ ଓ ୫ଟି ସ୍କୁଲ ଓ ବିଭିନ୍ନ ଲୋକଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ସମିତି ମେମ୍ବର ଉତ୍କେଲା ର ତ୍ରୀନାଥ ମାଝୀ, ଗାଇଗାଁ ସମିତି ସଭ୍ୟ ଭୁବନେ ଶବର, କିକିଆ ସମିତିସଭ୍ୟ ସାନେ ମାଝୀ,ଅଧମୁଣ୍ଡା ସରପଞ୍ଚ ଜୋସନା ନାଏକ, ନାସିଗାଁ ସରପଞ୍ଚ ଚାନ୍ଦିନୀ ସାହୁ ଗାଁ ର ବୁଦ୍ଧିଜୀବୀ ସମସ୍ତ ଉପସ୍ଥିତ ରହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

Sunil Chandra Nayak

ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଖୁସିର ଖବର

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!