ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ ଥାନା, କଳାହାଣ୍ଡି ଚାଇଲଡ଼ ଲାଇନ ଓ ପ୍ରଶାସନ ପକ୍ଷରୁ ବିବାହ ମଣ୍ଡପରେ ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ ଜଣେ ୧୪ ବର୍ଷର ନାବାଳିକା କୁ ଜୈନେକ ଜଣେ ଯୁବକକୁ ବରଘରର ବିନା ପରାମର୍ଶରେ ବିବାହ କରାଯାଉଥିବା ଖବର ପାଇ ପୁଲିସ ଓ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ତଦନ୍ତ ଜାରି ରଖିଛି ।

Related posts

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ରଜ ଦୋଳି

Sunil Chandra Nayak

ଟେଣ୍ଟ ମାଲିକ ସଂଘର ନୂଆଁଖାଇ ଭେଟଘାଟ,ନାଚଗୀତରେ ଝୁମିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!