ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଆଶାକର୍ମୀ -୧ର କ୍ଷମା ଶିଳା ଛତ୍ରିଆ ଘର ଘର ବୁଲି ଜନସାଧାରଣଙ୍କୁ ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ,ଟିବି ,କୁଷ୍ଠ ରୋଗ ଏବଂ କରୋନା ସମନ୍ଦିୟ ରୋଗ ବିଷୟରେ ଲୋକଙ୍କୁ ସଚେତନତା ବାର୍ତା ଦେବା ସହ ଆସନ୍ତା ୩ ମାସ ଯାଏଁ ସମନ୍ୱିତ ସର୍ଭେକ୍ଷଣ ଚାଲୁରହିବ। ଏହି ସମୟରେ ଗ୍ରାମର ସମସ୍ତ ଜନସାଧାରଣ ଘରେ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ପାଇଁ ଆଶା କର୍ମୀ ଡ଼ାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବାର୍ତା ପ୍ରଦାନ କରିଥିଲେ ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା