ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶା କର୍ମୀଙ୍କ ସମନ୍ୱିତ ରୋଗ ସର୍ଭେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଆଶାକର୍ମୀ -୧ର କ୍ଷମା ଶିଳା ଛତ୍ରିଆ ଘର ଘର ବୁଲି ଜନସାଧାରଣଙ୍କୁ ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ,ଟିବି ,କୁଷ୍ଠ ରୋଗ ଏବଂ କରୋନା ସମନ୍ଦିୟ ରୋଗ ବିଷୟରେ ଲୋକଙ୍କୁ ସଚେତନତା ବାର୍ତା ଦେବା ସହ ଆସନ୍ତା ୩ ମାସ ଯାଏଁ ସମନ୍ୱିତ ସର୍ଭେକ୍ଷଣ ଚାଲୁରହିବ। ଏହି ସମୟରେ ଗ୍ରାମର ସମସ୍ତ ଜନସାଧାରଣ ଘରେ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ପାଇଁ ଆଶା କର୍ମୀ ଡ଼ାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବାର୍ତା ପ୍ରଦାନ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା କିଏ ଜାଣେ କେବେ 

Sunil Chandra Nayak

କବିତା ସାହୁ  ଙ୍କ କବିତା  ବୋଲବମ୍

Sunil Chandra Nayak

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

Leave a Comment

error: Content is protected !!