ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ପି ଅନ୍ବେଷା ରେଡ୍ଡୀ

ଭବାନୀପାଟଣା:୨୭/୬- ମ.ନି.ସ:- ନୂତନ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଡା ଗାଭାଲି ପରାଗ ହର୍ଷଦଙ୍କର ସୁନ୍ଦରଗଡ ଜିଲ୍ଲାପାଳ ଭାବେ ବଦଳି ହେବା ପରେ ପି ଅନ୍ବେଷା ରେଡ୍ଡୀ ମୟୂରଭଞ୍ଜ ଜିଲ୍ଲାର ପିଡି ଥାଇ ଏବେ କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହିି ଅବସର ରେ    ଉପସ୍ଥିତ ସାମ୍ବାଦିକ ମାନଙ୍କୁ   କହିଥିଲେ ଯେ, ପ୍ରଥମେ ସରକାର କଳାହାଣ୍ଡି ବାସୀ ଙ୍କୁ ସେବା କରିବା ପାଇଁ   ଏ ଯେଉଁ   ସୁଯୋଗ ଦେଇଛନ୍ତି ସେଥିପାଇଁ   ମୁଁ     ଧନ୍ୟବାଦ ଜଣାଉଛି ଓ କଳାହାଣ୍ଡି ବାସୀ ଙ୍କୁ ଅଭିନନ୍ଦନ ଜଣାଉଛି  , ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରିବା ଓ  ପ୍ରତ୍ୟେକ କାର୍ଯ୍ଯକୁ ସୁରୁଖୁରୁ ଭାବରେ ସମ୍ପାଦନ କରି ଲୋକଙ୍କ ପାଖକୁ ସରକାରୀ ଯୋଜନା କେଉଁ ଭଳି ଭାବରେ ପହଞ୍ଚି ପାରିବ ତାକୁ ପ୍ରାଥମିକତା ଦିଆଯିବ  ବୋଲି ସେ ପ୍ରକାଶ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ 

Sunil Chandra Nayak

ବିଜେପି ଯୁବମୋର୍ଚ୍ଚା ର ଧାରଣା ପହଞ୍ଚିଲା ତୃତୀୟ ଦିନରେ , ଅନ୍ଵେଷା ଛାତ୍ର ମୃତ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଫୁଲବାଣୀ ଟାଉନ ଥାନାରେ ଦେଲେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!