ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ବୁତ୍ତ ବିଦେଶି ମଦ ଦୋକାନ ର ସଟର ତାଡିଲେ

ଉତ୍କେଲା,୨୭/୦୬,( ମ ନି ସ  ),କେସିଙ୍ଗା ଥାନା ଉତ୍କେଲା ରେ ଥିବା କୋକୋଡମାଲ ରାସ୍ତା ରେ ଥିବା ବିଦେଶି ମଦ ଦୋକାନ ସଟର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଗତ ରବିବାର ରାତି ଦଶଟା ପରେ ସେଠାର ସେଲ୍ସମ୍ୟାନ ଦିପକ ଓ ସହଯୋଗି ଦୋକାନ ବନ୍ଧ କରି ପଛପଟେ ଘରେ ଶୋଇଲା ପରେ ରାତିରେ କେତେକ ଦୁର୍ବୁତ୍ତ ଆସି ପ୍ରଥମେ ସେମାନେ ଶୋଇଥିବା ଘରର ବାହାର ପଟୁ ବନ୍ଧ କରି ବାହାରେ ଲାଗିଥିବା ସିସି କ୍ୟାମେରା ର ତାର କାଟି ସଟର କୁ ତାଡିଛନ୍ତି। ପ୍ରାୟ ଏକଫୁଟ ତାଡି ଭିତେରେ ଆଉ ଗୋଟିଏ ଲୁହା ଗ୍ରିଲ କୁ ଭାଙ୍ଗି ନପାରି ନିରାଷ ହୋଇ ଫେରି ଯାଇଥିବା ଦେଖିବାକୁ ମିଳିଛି।ଏନେଇ ଦୋକାନ ମାଲିକ ଉତ୍କେଲା ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିବା ବେଲେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଛାନଭିନ କରୁଥିବା ଜଣାପଡିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

Sunil Chandra Nayak

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!