ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

କୋକସରା,୨୦/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଂଚାୟତ ବୋବରିଆ ଗାଁ କୁ ଲାଗି ଚାଷଜମି ରେ କେହି ଜଣେ ନିଆଁ ଲଗାଇ ଦେବା ଫଳରେ ଚାଷଜମି ରେ ଥିବା ଶୁଖା ପାଳ ରେ ନିଆଁ ବ୍ୟାପି ଆସ୍ତେ ଆସ୍ତେ ବ୍ୟାପକ ଭାବରେ ଗାଁ ମୁହାଁ ହେବାରେ ଲାଗିଛି। ବୋବରିଆ ଗ୍ରାମ ନିକଟବର୍ତ୍ତୀ ହେବାରୁ ଗ୍ରାମବାସୀ ଏ ନେଇ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବୋବରିଆ ଗ୍ରାମବାସୀ ମଧ୍ୟ କର୍ମଚାରୀ ଙ୍କୁ ସହଯୋଗ କରିବା ସହ ଖବର ଲେଖା ଯିବା ପର୍ଯ୍ୟନ୍ତ ନିଆଁଲିଭା ପ୍ରକ୍ରିୟା ଜାରି ରହିଥିବା ସୁଚନା ରହିଛି।ମ ନି ସ 

Related posts

ଗାମୁଛା ଲଗାଇ ଯୁବକର ଆତ୍ମହତ୍ୟା     

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Sunil Chandra Nayak

Leave a Comment

error: Content is protected !!