ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ ରେ ରାଜ୍ୟ ସଭା ସାଂସଦ ଙ୍କ ମାରାଥନ ପ୍ରଚାର

ରାୟଗଡ଼ା – ତା ୨୦/୦୩ ରାୟଗଡ଼ାରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ପ୍ରଚାର । ରାୟଗଡ଼ା ଜିଲ୍ଲାର ପୌର ପରିଷଦର ୱାର୍ଡ ନଂ ୧୭ ରେ , ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନ ଭାସ୍କର ରାଓ ଙ୍କ ଦ୍ଵାରା ନିର୍ବାଚନ ପ୍ରଚାର ଓ ରୋଡ ସୋ । ରାୟଗଡା ପୌର ପରିଷଦର ସର୍ବଗିନ ଉନ୍ନତି ପାଇଁ ବିଜେଡିକୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ କରିଥିଲ। ରାୟଗଡା ପୌର ପରିଷଦର ସର୍ବଗିନ ଉନ୍ନତି ପାଇଁ ବିଜେଡିକୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ କରିଥିଲ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

Leave a Comment

error: Content is protected !!