ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

ଭବାନୀପାଟଣା:୯/୭- ମ.ସୀ.ହା:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଣାରେ ଜଣେ ମୃତ ଜଣେ ଗୁରୁତର । ସୂଚନା ଅନୁସାରେ ଜଣାପଡିଛି ଯେ, ମୃତ କୁଳମଣି ଧାରୁଆ (୩୫) ମଦନପୁର ରାମପୁର ଥାନା ଅନ୍ତର୍ଗତ ବାରବନ୍ଦା ପଞ୍ଚାୟତ ପୂଜିଲଡୁ ଗ୍ରାମ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ହେଲେ ନେହେରୁ ସିଂ ପାତ୍ର ବୋଲି ଜଣା ପଡ଼ିଛି ଖବର ପାଇ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିବା ସୂଚନା ମିଳିଛି। ତେବେ ଖବର ଲେଖିବା ପୂର୍ବରୁ ଅଧିକ ତଥ୍ୟ ହସ୍ତଗତ ହୋଇ ପାରିନଥିଲା।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

Sunil Chandra Nayak

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!