ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀ ଙ୍କ କୁଶ ପୁତ୍ତଳିକା ଦାହ

ଜୁନାଗଡ଼,୨୯/୭ ( ମ ନି ସ )ଜୁନାଗଡ ଯୁବ କଂଗ୍ରେସ ପକ୍ଷରୁ ପାର୍ଲିଆମେଣ୍ଟ ରେ କଂଗ୍ରେସ୍ ଅଧକ୍ଷ୍ୟl ସୋନିଆ ଗାନ୍ଧୀ ଙ୍କୁ ବିଜେପି ନେତ୍ରୀ ସ୍ମୃତି ଇରାନୀ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ସ୍ତାନୀୟ ଥାନା ସମ୍ମୁଖ ରେ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ୍ ନଗର୍ ସଭାପତି ଅମିତ୍ ଅଗ୍ରୱାଲ ଙ୍କ ନେତୃତ୍ଵରେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରଭାତ ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ସାଉଁଳ ମଙ୍ଗରାଜ, ଚିତ୍ତ ରଞ୍ଜନ ନିଆଲ, କୁମଦ ଗହୀର, ନବୀନ କୁମାର ପ୍ରମୂଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

ନର୍ଲା ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!