ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ଯୁବକ ଗୁରୁତର

ପାପଡାହାଣ୍ଡି,29/7 —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଂଚାୟତ ଝାଲିଆଗୁଡା ର ନୀଳକଣ୍ଠ ଯାନୀ (28)କୁ ଏକ ବିଷଧର ସାପ କାମୁଡି ଦେବାରୁ ସେ ଆହତ ହୋଇଛନ୍ତି | ଜମି ରେ କାମ କରୁଥିବା ସମୟରେ ଡାହାଣ ଗୋଡ଼ ରେ ସାପ କାମୁଡି ଦେଇଥିଲା, ସେ ଚାଲି ଚାଲି ଘରକୁ ଆସିଥିଲେ ଏବଂ ପରିବାର ଲୋକଙ୍କୁ କହିଥିଲେ | ପରିବାର ଲୋକେ ଗାଡିଯୋଗେ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ | ମୈଦଲପୁର ଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ |

Related posts

ସମସ୍ୟା ଘେରରେ ଥୁଆମୂଳ ରାମପୁର ବ୍ଳକ, ସମସ୍ୟା ର ସମାଧାନ ହେବ କେବେ ?

Sunil Chandra Nayak

ଗାନ୍ଧୀ ଜୟନ୍ତି ଅବସର ରେ ସବୁଠି ସ୍ୱଚ୍ଛତା ହିଁ ସେବା

Sunil Chandra Nayak

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

Leave a Comment

error: Content is protected !!