ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଠାରେ ଏବିଭିପିର ତ୍ରୀରଙ୍ଗା ଶୋଭାଯାତ୍ରା

ନର୍ଲା (ମନିସ)  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କଳାହାଣ୍ଡି ତରଫରୁ ନର୍ଲାରେ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରୁ ବ୍ଲକ୍ ପର୍ଯ୍ୟନ୍ତ ଯାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ତ୍ରୀରଙ୍ଗା ଯାତ୍ରା କରିଥିଲେ। ଏଥିରେ ସ୍କୁଲ ଓ କଲେଜର ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ଏବିଭିପିର ପ୍ରାନ୍ତ କାର୍ଯ୍ୟକର୍ତ୍ତା ଅଶୋକ ସିଂହ, ନର୍ଲା ନଗର ସଭାପତି ଅଧ୍ୟାପିକା ବାସନ୍ତୀ ସାହୁ, ନଗର ସମ୍ପାଦିକା ସୁଜାତା ନାଗ, ବିଭାଗ ସଂଯୋଜକ ନୃପମଣି ବାହୁକଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଥିଲେ। ଏହି ସମାବେଶ ଶେଷରେ ପୂର୍ଣ୍ଣ ବନ୍ଦେ ମାତରଂ ଗାନ କରାଯାଇ ଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମନ ଆକାଶ ରେ ଜହ୍ନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

Leave a Comment

error: Content is protected !!