ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

ଧର୍ମଗଡ: ୦୧/୦୮/୨୨  ୧୨ ବର୍ଷ ତଳେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । କୋର୍ଟର ଆଦେଶ ପରେ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।   ଘଟଣା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ କରମେଲୀ ଗାଁର ଜନୈକା ଯୁବତୀ ଜଣକ ଗତ ୧୪/୧/୧୦ ତାରିଖ ଦିନ ନିଜ ଘର‌ଠାରୁ ୧କିମି ଦୂରରେ ଥିବା ବାଇଗଣ ବାରି କୁ ପନିପରିବା ତୋଳିବାକୁ ଯାଇଥିଲେ । ସେଠାରେ ସେହି ସମୟରେ ସେହି ଗାଁର ବୈଷ୍ଣବ ମାଝୀ ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ପ୍ରଥମେ ଗ୍ରାମ ରେ ଏକ ପଞ୍ଚାୟତ ବସି ଥିଲା ପରେ ଏନେଇ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେବା‌ ପରେ ଜୟପାଟଣା ପୋଲିସ ଏକ ମାମଲା କେସ ନଂ-୭୪ u/s 376 ରୁଜୁ କରି ଅଭିଯୁକ୍ତ ବୈଷ୍ଣବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି କରି ଆଜି ସୋମବାର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଅଭିଯୁକ୍ତ ବୈଷ୍ଣବ ମାଝୀ କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡା ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡା ରେ ଅଭିଯୁକ୍ତ ଦଣ୍ଡିତ ହେବ ବୋଲି ରାୟ ରେ ଉଲ୍ଲେଖ କରାଯାଇଛି । ସରକାରୀ ଓକିଲ ଥବିର ପ୍ରସାଦ ସାହୁ ଏହି କେସ ପରିଚାଳନା କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ୭୩ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି

Sunil Chandra Nayak

ଆରଏସଏ ହେଲା ପ୍ରଥମ ସନରାଇଜ କପ୍ ର ଚମ୍ପିୟାନ

Sunil Chandra Nayak

ଆରମ୍ଭ ହେଲା ଭୋଟର ତାଲିକାରେ ଆଧାର ସଂଯୋଗୀକରଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort